୧. ଜିଲ୍ଲା ସ୍ତରୀୟ ଜନ ଶୁଣାଣି
ସ୍ଥାନ: ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଦେଓଗାଁ
ଉପସ୍ଥିତ ରହିବେ: ଜିଲ୍ଲାପାଳ, ଆରକ୍ଷୀ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ
୨. ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି
ବ୍ଲକ ର ନାମ ଗ୍ରାମ ପଞ୍ଚାୟତ ର ନାମ ବ୍ଲକ ର ନାମ ଗ୍ରାମ ପଞ୍ଚାୟତ ର ନାମ
ବଲାଙ୍ଗୀର ବାଡ଼ପୁଡୁଗିଆ ବାଙ୍ଗୋମୁଣ୍ଡା ଅର୍ଦ୍ଧାବାହାଲ
ପାଟଣାଗଡ଼ ଗଙ୍ଗାସାଗର ମୁରିବାହାଲ ଗଁଡେର
ଲୋଇସିଂହା ବୁଢାପଦର ବେଲପଡ଼ା ସିହାନି
ଆଗଲପୁର କୁଡାସିଙ୍ଗା ଖପ୍ରାଖୋଲ ରେଙ୍ଗାଲି
ତୁରେକେଲା ବନେଇମୁଣ୍ଡା ସଇଁନ୍ତଳା କେନ୍ଦୁମୁଣ୍ଡି
ଗୁଡଭେଲା ବିରମୁଣ୍ଡା ପୁଇଁନ୍ତଳା ମହାଖୁଣ୍ଟା
ଟିଟିଲାଗଡ଼ ଭାଲେଶ୍ୱର
ଉପସ୍ଥିତ ରହିବେ: ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଥାନା ଅଧିକାରୀ ଏବଂ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ
ପ୍ରଚାରକ – ଜିଲ୍ଲା ପ୍ରଶାସନ, ବଲାଙ୍ଗୀର