NABASETULIVE

ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ବଲାଙ୍ଗିର ଓ ନ୍ଯାୟ ବନ୍ଧୁ ଟ୍ରଷ୍ଟ ମିଳିତ ଉଦ୍ଯମ ରେ ନିଶା ମୁକ୍ତ ଓଡିଶା ଗଠନ୍ ପାଇଁ ଗାନ୍ଧି ଜୟନ୍ତି ରେ ଧାରଣା

ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ବଲାଙ୍ଗିର ଓ ନ୍ଯାୟ ବନ୍ଧୁ ଟ୍ରଷ୍ଟ ମିଳିତ ଉଦ୍ଯମ ରେ ନିଶା ମୁକ୍ତ ଓଡିଶା ଗଠନ୍ ପାଇଁ ଗାନ୍ଧି ଜୟନ୍ତି ରେ ଧାରଣା
ବଲାଙ୍ଗିର
ଆଦ୍ଯ ତା.୦୨.୧୦.୨୦୨୬ ଦିନ ସମୟ ସକାଳ ୦୭.୩୦ ରେ ସ୍ଥାନୀୟ ଗାନ୍ଧି ଭବନ ସମ୍ମୁଖ ଗାନ୍ଧି ମୂର୍ତ୍ତୀ ସମ୍ମୁଖରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ର ବଲାଙ୍ଗିର ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଲ ଙ୍କ ନେତୃତ୍ୱ ରେ ନ୍ଯାୟ ବନ୍ଧୁ ଟ୍ରଷ୍ଟ ର ସଭାପତି ଡ.ଆଡ୍ଭୋକେଟ୍ ଅର୍ଜୁନ୍ ମୁଗ୍ରୀ ଓ ସରୋଜ କୁମାର ମେଶ୍ୱା ଙ୍କ ସଂଯୋଜନା ରେ ଧାରଣା ଅନୁଷ୍ଟିତ ହୋଇ ଶ୍ରୀ ମନରଞ୍ଜନ୍ ସାହୁ ,ଶିଦ୍ଧେଶ୍ୱାର ପାଣିଗ୍ରାହି ସତ୍ଯ ବନଛୋର ବକ୍ତ୍ଯବ୍ଯ ରଖିଥିଲେ । ନିଶାମୁକ୍ତ ଓଡିଶା ଗଠନ୍ ପାଇଁ ସରକାର ପ୍ରତିଶୃତି ଦେଇ ଥିବା ବଚନ ରଖନ୍ତୁ ବୋଲି ବକ୍ତାମାନେ କହିଥିଲେ । ଆଗାମି ୨୩ ନଭେମ୍ବର୍ ନବକୃଷ୍ଣ ଚୌଧୁରୀ ଜନ୍ମ ଦିନ ରେ ମାଷ୍ଟର୍ କେଣ୍ଟିନ୍ ଭୁବନେଶ୍ୱାର ଠାରେ ଧାରଣା ଗଣ ବିକ୍ଷୋଭ କରାଯିବା କୁ ସ୍ଥିର ହେଇଛି । ଧାରଣା ରେ ସସ୍ମିତା ମେହେର ସୁବାଷିନି ସହୁ ମଞ୍ଜରୀ ପଟେଲ କଦମ୍ବିନୀ ପୋଢ ଭୁଲେ ବାଗ ଗୁରୁ ମଝି କାଲିନ୍ଦ୍ରି ମାଝି ଦଣ୍ଡୁଆ କୁମ୍ଭାର ଲୋକନାଥ ସୁନା ଜୟ କୁମାରୀ ବାଗ ଗରିବ ସାହୁ ଶତାଧିକ ପ୍ରମୁଖ ଉପସ୍ତିତ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top