
ବେଦ ବିଦ୍ୱାନ ବ୍ରଜ ବିହାରୀ ଙ୍କ ର ଶ୍ରୃତିଚାରଣ ବଲାଙ୍ଗିର ଠାରେ ଅନୁଷ୍ଟିତ
ତା. ୧୦.୧୦.୨୦୨୬ ଦିନ ସ୍ଥାନ ସାମ୍ବାଦିକ ଭବନ ଠାରେ ସ୍ୱର୍ଗତ ବ୍ରଜ ବିହାରି ବହିଦାର ଙ୍କ ର ଜନ୍ମ ଦିନ ରେ ଜନ୍ମ ଦିନ ପାଳନ ହୋଇଯାଇଛି,ଲକ୍ଷ୍ମି ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ବିରେନ ବନଛୋର୍ ,ଅବତାର ,ମଞ୍ଚାସିନ ଥିଲେ । ବହୁମାନ୍ଯ ଗନ୍ଯ ବ୍ଯକ୍ତି ଉପସ୍ତିତ ଥିଲେ ।


