NABASETULIVE

Author name: nabasetu

District

“କାନ୍ଥ ପଡି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର”ଲଗାଣ ବର୍ଷାରେ ଝାଟିମାଟି ଘର ଭାଙ୍ଗି ଅଘଟଣ, ପୁଇଁତଲାରେ ଶୋକର ଛାୟା

ନବସେତୁ ନ୍ୟୁଜ୍ବଲାଙ୍ଗିର, ୦୫.୦୭.୨୦୨୬ ଲଗାଣ ବର୍ଷା ବଲାଙ୍ଗିର ଜିଲ୍ଲାର ଗରିବ ଲୋକଙ୍କ ପାଇଁ କାଳ ସାଜିଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବର୍ଷାରେ ଝାଟିମାଟି ଘର ଭାଙ୍ଗି […]

State

ରାଜ୍ୟରେସ୍ବାଭାବିକଠୁଅଧିକବର୍ଷା’ଜୁନ୍‌ ୧ରୁ ଏଯାବତ ୨୬୫.୫ ମିମି ବର୍ଷା, ବୌଦ୍ଧ-କନ୍ଧମାଳରେ ଅତ୍ୟଧିକ ବର୍ଷା

ନବସେତୁ ନ୍ୟୁଜ୍ଭୁବନେଶ୍ୱର, ୦୫. ୦୭.୨୦୨୬ ଓଡ଼ିଶାରେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ଅଧିକ ରେକର୍ଡ ହୋଇଛି। ଜୁନ୍‌ ୧ ତାରିଖରୁ ଏଯାବତ ରାଜ୍ୟରେ ୨୬୫.୫

District

SIR-2026 ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଆଭାସୀ ବୈଠକ, ଭୋଟର ତାଲିକା ସଂଶୋଧନ ନେଇ ଦିଆଗଲା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ନବସେତୁ ନ୍ୟୁଜ୍ବଲାଙ୍ଗିର, ୦୫.୦୭.୨୦୨୬ ଆସନ୍ତା SIR-2026 ଅର୍ଥାତ୍ ସ୍ୱତନ୍ତ୍ର ସମ୍ମିଳିତ ସଂଶୋଧନ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ

District, State

NABASETU ନ୍ୟୁଜ୍ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସ୍ୱାସ୍ଥ୍ୟ ବିଭାଗର କଡ଼ା ଆକ୍ସନ, ଦରମା ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA)ର ଧର୍ମଘଟ ଜାରି ରହିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆନ୍ଦୋଳନରେ ସାମିଲ

Education, India

ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ, UGC ଆଣିଲା ନୂଆ ଗାଇଡ୍‌ଲାଇନ୍_ରିପୋର୍ଟ:

NABASETU | 05 Jul 2026 ଦେଶର ଉଚ୍ଚଶିକ୍ଷାକୁ ଅଧିକ ସମାବେଶୀ ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସୁଗମ କରିବା ଦିଗରେ UGC ଏକ ଐତିହାସିକ ପଦକ୍ଷେପ

State

ସଡ଼କ ଦୁର୍ଘଟଣାରେ ଆଉ ଟଙ୍କାର ବାଧକ ନାହିଁ, ଓଡ଼ିଶାର ୭୯୮ ଘରୋଇ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା –

ନବସେତୁ ସ୍ପେଶାଲ୍ ରିପୋର୍ଟଭୁବନେଶ୍ୱର, ତା. ୦୪।୦୭।୨୦୨୬: ଜାଣନ୍ତୁ ପିଏମ୍-ରାହତ ଯୋଜନା ବିଷୟରେ ସଡ଼କ ଦୁର୍ଘଟଣା ପରେ ଟଙ୍କା ଅଭାବରୁ ଚିକିତ୍ସା ବିଳମ୍ବ ହୋଇ ଅନେକ ମୂଲ୍ୟବାନ ଜୀବନ

District

ଜାତୀୟ ରାଜପଥ କଡ଼ରେ ମଦ ଦୋକାନ ଖୋଲିବାକୁ ବିରୋଧ, ସହର ବନ୍ଦ ସହ ରାଜପଥ ଅବରୋଧ ଚେତାବନୀ

ନବସେତୁ ସ୍ପେଶାଲ୍ ରିପୋର୍ଟସଇଁତଳା, ତା. ୦୪।୦୭।୨୦୨୬: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ କରି ଜାତୀୟ ରାଜପଥ କଡ଼ରେ ମଦ ଦୋକାନ ଖୋଲିବା ଉଦ୍ୟମକୁ ନେଇ ସଇଁତଳା ଅଞ୍ଚଳରେ

District

ଜାତିପ୍ରଥାର ନଗ୍ନ ରୂପ – ସାମାଜିକ ବାସନ୍ଦ ପାଇଁ ୧୦ ଘଣ୍ଟା ପଡ଼ି ରହିଲା ଶବ

ନବସେତୁ ସ୍ପେଶାଲ୍ ରିପୋର୍ଟପାଟଣାଗଡ଼, ତା. ୦୪।୦୭।୨୦୨୬: ଆଜିର ଏହି ଆଧୁନିକ ଯୁଗରେ ମଧ୍ୟ ଜାତିପ୍ରଥାର କୁତ୍ସିତ ରୂପ ବଞ୍ଚି ରହିଛି। ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତର

District

एक अन्वेषणात्मक अध्ययनडुमल जाति की जाति-परिषद और उसकी संस्कृतिलेखक: सरोज कुमार मेसवा

भूमिका भारत की जाति व्यवस्था की उत्पत्ति, संरचना और कार्यों का अनेक विद्वानों ने दस्तावेजीकरण किया है और इसके सभी

District

ବିକାଶ କାର୍ଯ୍ୟରେ ତ୍ୱରାନ୍ୱିତତା ଆଣିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା

ନବସେତୁ ନ୍ୟୁଜ୍ବଲାଙ୍ଗୀର, ତା. ୦୪।୦୭।୨୦୨୬: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ବଲାଙ୍ଗୀର ଠାରେ ଆଜି ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ, ବଲାଙ୍ଗୀରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

Scroll to Top