Employment

ଛାତ୍ର ଜୀବନରେ ଶୃଙ୍ଖଳାର ମହତ୍ତ୍ୱ

ଶୃଙ୍ଖଳା ହେଉଛି ମଣିଷ ଜୀବନର ସଫଳତାର ମୂଳ ଆଧାର। ବିଶେଷକରି ଛାତ୍ର ଜୀବନରେ ଶୃଙ୍ଖଳାର ଗୁରୁତ୍ୱ ଅତ୍ୟନ୍ତ ଅଧିକ। ଛାତ୍ର ଜୀବନ ହେଉଛି ଭବିଷ୍ୟତ ଗଠନର ଭିତ୍ତିଭୂମି। […]