NABASETULIVE

Education

State, Education

“ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ” କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ନବସେତୁ ନ୍ୟୁଜ୍ବଲାଙ୍ଗିର: ରାଜ୍ୟରେ ପ୍ରାଥମିକ ଶିକ୍ଷାର ମାନ ଉନ୍ନତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ” […]

District, Education

ଲୋଏର ସୁକ୍ତେଲରେ ପାଣି ଭର୍ତ୍ତି ହେଲା, କିନ୍ତୁ ସ୍କୁଲ-କଲେଜ ପ୍ରତିଶ୍ରୁତି କ’ଣ ହେଲା? ଡୁଙ୍ଗୁରିପାଲି, ଜଟିପାଳି, କୁମିଆଁପାଳିରେ ନୂଆ ସ୍କୁଲ ଖୋଲିବା ଦାବି

ନବସେତୁ ନ୍ୟୁଜ୍ରିପୋର୍ଟ: ସରୋଜ କୁମାର ମେଶ୍ୱା, ସହ ସମ୍ପାଦକବଲାଙ୍ଗୀର, ତା: ୦୮/୦୭/୨୦୨୬ ଲୋଏର ସୁକ୍ତେଲରେ ପାଣି ଭର୍ତ୍ତି ହେଲା, କିନ୍ତୁ ସ୍କୁଲ-କଲେଜ ପ୍ରତିଶ୍ରୁତି କ’ଣ ହେଲା? ଡୁଙ୍ଗୁରିପାଲି,

Education

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି: ଏଣିକି ୩ୟରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ ବର୍ଷକୁ ଦେବେ ୪ଟି ପରୀକ୍ଷା

ନବସେତୁ ନ୍ୟୁଜ୍ବଲାଙ୍ଗୀର, ୦୭/୦୭/୨୦୨୬ ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଶିକ୍ଷାର ମୂଲ୍ୟାୟନକୁ ଆହୁରି ବ୍ୟବସ୍ଥିତ ଓ ଚାପମୁକ୍ତ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟ ଓ

Education, India

ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ, UGC ଆଣିଲା ନୂଆ ଗାଇଡ୍‌ଲାଇନ୍_ରିପୋର୍ଟ:

NABASETU | 05 Jul 2026 ଦେଶର ଉଚ୍ଚଶିକ୍ଷାକୁ ଅଧିକ ସମାବେଶୀ ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସୁଗମ କରିବା ଦିଗରେ UGC ଏକ ଐତିହାସିକ ପଦକ୍ଷେପ

State, Education

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ମିଳିଲେ ନୂଆ କୁଳପତିସିଏସଆଇଆର-ଏନ୍‌ବିଆରଆଇ ନିର୍ଦ୍ଦେଶକ ଡ. ଅଜିତ କୁମାର ଶାସନୀ ହେଲେ ନୂଆ ଭିସି

ନବସେତୁ ନ୍ୟୁଜ | କୋରାପୁଟଗୁରୁବାର, ୩ ଜୁଲାଇ, ୨୦୨୬ କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତି

State, Education

ଯୁକ୍ତ ୨ ରିଚେକିଂ ଆବେଦନ ଅବଧି ଜୁଲାଇ ୪ ଯାଏଁ ବୃଦ୍ଧି: CHSE

ନବସେତୁ ନ୍ୟୁଜ | ବଲାଙ୍ଗୀରଜୁନ୍ ୨୯, ୨୦୨୬ ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଯୁକ୍ତ ୨ ପରୀକ୍ଷା ଖାତାର ପୁନଃ-ଯାଞ୍ଚ ଓ ମାର୍କ ପୁନଃ-ଯୋଗ

Scroll to Top