NABASETULIVE

State

ଜୁଲାଇ ୧ରେ ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ୍ଣ ଗଣଧାରଣା: ଶିକ୍ଷା ବ୍ୟବସ୍ଥା ସୁଧାର ଦାବିରେ ଭାରତ ମୁକ୍ତି ମୋର୍ଚ୍ଚା ଓ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ଆହ୍ୱାନ

ନବସେତୁ ନ୍ୟୁଜ | ଭୁବନେଶ୍ୱର ତା ୨୯/୦୬/୨୦୨୬ | ସୋମବାର ଭୁବନେଶ୍ୱର: ଓଡ଼ିଶାର ବିଦ୍ୟାଳୟ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥା ଓ ନୂତନ ଶିକ୍ଷାନୀତି-୨୦୨୦ର କୁପ୍ରଭାବ […]

State

ପାଠ୍ୟପୁସ୍ତକରେ ୨,୧୪୮ ଭୁଲ: ଜୁଲାଇ ୧ରେ ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ୍ଣ ଗଣଧାରଣା, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ନବସେତୁ ନ୍ୟୁଜ | ଭୁବନେଶ୍ୱରତା ୨୯/୦୬/୨୦୨୬ | ସୋମବାର ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟ ପାଠ୍ୟପୁସ୍ତକ (ଶ୍ରେଣୀ ୧ରୁ ୮)ରେ ପ୍ରାୟ ୨,୧୪୮ଟି ଗୁରୁତର ଭୁଲ ଓ

Uncategorized

ପାଠ୍ୟପୁସ୍ତକରେ ୨,୧୪୮ ଭୁଲ, ନୂଆ ଶିକ୍ଷାନୀତି ପ୍ରତ୍ୟାହାର ଦାବିରେ ଜୁଲାଇ ୧ରେ ରାଜ୍ୟବ୍ୟାପୀ ଗଣଧାରଣା

ନବସେତୁ ନ୍ୟୁଜ | ଭୁବନେଶ୍ୱରତା ୨୯/୦୬/୨୦୨୬ | ସୋମବାର ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟ ପାଠ୍ୟପୁସ୍ତକ (ଶ୍ରେଣୀ ୧ ରୁ ୮)ରେ ପ୍ରାୟ ୨,୧୪୮ଟି ଗୁରୁତର ଭୁଲ

India, World

ନବସେତୁ ନ୍ୟୁଜ | ଦେଶ-ବିଦେଶ ବ୍ୟୁରୋତା ୨୯/୦୬/୨୦୨୬ | ସୋମବାର

ଦେଶ-ବିଦେଶର ପ୍ରମୁଖ ସମ୍ବାଦ ୧. ସିବିଏସଇ ତ୍ରିଭାଷୀ ନୀତି: ସପ୍ତମରୁ ନବମ ଶ୍ରେଣୀ ପାଇଁ ଥରଟିଏ ରିହାତିକେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ତ୍ରିଭାଷୀ ନୀତି ଲାଗୁ

District

ଝାଙ୍କରପାଲି ପଞ୍ଚାୟତ ପରିସରରେ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଜିଲ୍ଲାପାଳଙ୍କୁ ଅନୁମତି ମାଗିଲା ନବସେତୁ ପରିବାର

ନବସେତୁ ନ୍ୟୁଜ | ବଲାଙ୍ଗୀରଜୁନ୍ ୨୯, ୨୦୨୬ ଝାଙ୍କରପାଲି ପଞ୍ଚାୟତ ପରିସରରେ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଜିଲ୍ଲାପାଳଙ୍କୁ ଅନୁମତି ମାଗିଲା ନବସେତୁ ପରିବାର ବଲାଙ୍ଗୀର:

State

ଚାଷୀଙ୍କ ପାଇଁ ଖୁସି ଖବର: ସାର ସମବାୟ ସମିତି ପାଇଁ ୪୨ କୋଟିର ସୁଧ ରିହାତି ଯୋଜନାକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ନବସେତୁ ନ୍ୟୁଜ | ଭୁବନେଶ୍ୱରଜୁନ୍ ୨୯, ୨୦୨୬ ଭୁବନେଶ୍ୱର: ରାଜ୍ୟର ଚାଷୀଙ୍କୁ ଠିକ୍ ସମୟରେ ସାର ଯୋଗାଣ ଓ କଳାବଜାରୀ ରୋକିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ

Education, State

ଯୁକ୍ତ ୨ ରିଚେକିଂ ଆବେଦନ ଅବଧି ଜୁଲାଇ ୪ ଯାଏଁ ବୃଦ୍ଧି: CHSE

ନବସେତୁ ନ୍ୟୁଜ | ବଲାଙ୍ଗୀରଜୁନ୍ ୨୯, ୨୦୨୬ ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଯୁକ୍ତ ୨ ପରୀକ୍ଷା ଖାତାର ପୁନଃ-ଯାଞ୍ଚ ଓ ମାର୍କ ପୁନଃ-ଯୋଗ

State

ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଓବିସି ମଞ୍ଚର ହୁଙ୍କାର: ଗାଁରୁ ସଂସଦ ଯାଏଁ ଆନ୍ଦୋଳନ ହେବ

ବଲାଙ୍ଗିର ସହରର ରାଜେନ୍ଦ୍ର ପଡ଼ା ସ୍ଥିତ ଓବିସି ମଞ୍ଚ କାର୍ଯ୍ୟାଳୟରେ ଆଜି ଜିଲ୍ଲା ଓବିସି ମଞ୍ଚର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓବିସି ମଞ୍ଚ

India, Politics, World

ସଂକ୍ଷିପ୍ତ ଦେଶ-ବିଦେଶ ଖବରନବସେତୁ ନ୍ୟୁଜ ଡେସ୍କ

୧. ଭେନେଜୁଏଲାରେ ହିଂସା: ୫୨ ହଜାର ନିଖୋଜ, ମୃତ୍ୟୁସଂଖ୍ୟା ହଜାରେ ଟପିଲାଭେନେଜୁଏଲାରେ ବ୍ୟାପକ ହିଂସା ଓ ଅଶାନ୍ତି ଯୋଗୁଁ ୫୨ ହଜାରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି।

District

ସୋମବାର ଅନୁଷ୍ଠିତ ହେବ ଜିଲ୍ଲା ଓ ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର

ସୋମବାର ଅନୁଷ୍ଠିତ ହେବ ଜିଲ୍ଲା ଓ ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଆସନ୍ତା ତା: ୨୯/୦୬/୨୦୨୬ ରିଖ ସୋମବାର ଦିନ ବଲାଙ୍ଗିର ଜିଲ୍ଲାରେ ଜନସାଧାରଣଙ୍କ ଅଭିଯୋଗ

Scroll to Top