ନବସେତୁ ନ୍ୟୁଜ୍ବ ବଲାଙ୍ଗୀର:
ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ଜିଲ୍ଲାର ସମସ୍ତ ବ୍ଲକ୍ ସ୍ତରେ ସଙ୍ଗଠନକୁ ତୃଣମୂଳ ସ୍ତରୁ ମଜବୁତ କରିବା ଉଦ୍ଦେଶ୍ୟରେ ବ୍ଲକ୍ ୱାଇଜ୍ ଅବଜର୍ଭର ଓ କୋ-ଅବଜର୍ଭର ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନିଲ ମେହେର ତା. 08.07.2026 ରେ ଏକ ଚିଠି ନଂ. 52/2026 ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ବ୍ଲକ୍ ୱାଇଜ୍ ଦାୟିତ୍ୱ ପ୍ରାପ୍ତ ନେତାଙ୍କ ତାଲିକା:
- ପାଟଣାଗଡ଼: ବ୍ଲକ୍ ସଭାପତି – ସାଧୁଚ. ମେହେର। ଅବଜର୍ଭର – ନରେନ୍ଦ୍ର ମେହେର (G.S), କୋ-ଅବଜର୍ଭର – ନରୋତ୍ତମ ସିଂ (Secy)
- ବେଲପଡା: ବ୍ଲକ୍ ସଭାପତି – ତ୍ରିଲୋଚନ ଧରୁଆ। ଅବଜର୍ଭର – ବନମାଲି ମେହେର (G.S), କୋ-ଅବଜର୍ଭର – ସାନ୍ଦା ମେହେର (Secy)
- ଖପ୍ରାଖୋଲ: ବ୍ଲକ୍ ସଭାପତି – ଦେବରାଜ ବାରିକ। ଅବଜର୍ଭର – ଅଜିତ ପୁରୋହିତ (V.P), କୋ-ଅବଜର୍ଭର – ନୀଳକାନ୍ତ ବିଶି (Secy)
- ଟିଟଲାଗଡ଼: ବ୍ଲକ୍ ସଭାପତି – ମାଗନ ନାଗ। ଅବଜର୍ଭର – ଦେବରାଜ ପାଣ୍ଡା (G.S), କୋ-ଅବଜର୍ଭର – ମନୋଜ ସାହୁ (Secy)
- ସାଇନ୍ତଳା: ବ୍ଲକ୍ ସଭାପତି – ହୃଷିକେଶ ରଜପାଲା। ଅବଜର୍ଭର – ଶିବପ୍ରସାଦ ପରିଡା (G.S), କୋ-ଅବଜର୍ଭର – ଅଶୋକ ବାରିକ (Secy)
- ବଲାଙ୍ଗୀର ସଦର: ବ୍
thanku nabasetu