ଭାରତ ପାଇଲା ସ୍ୱାଧୀନତା. ସୁଖ ପାଇଲେ ଜନତା. ପାଇଲେ ମାନ ସଂମ୍ମାନ. ଚିନ୍ତାଥିଲା ବଡକସନ. କେତେ ଜାତି. କେତେ ଧର୍ମ ର…… ଉଚ୍ଚ ନୀଚ. ଭେଦ ଭାବ ର. କେତେ ଭାଷା କେତେ ଢଙ୍ଗର. ପୁର ପଲି ଠାରୁ ସହର….. ଥିଲେ ରାଜା ମନ୍ତ୍ରୀ କଟୁଆଳ. ଏକାଠି କରିବା ଅସମ୍ଭାଳ..। ସମସ୍ତେ ପଡିଲେ ଚିନ୍ତାରେ. ଏକାଠି କିଏକରିପାରେ. ଡାକରା ପଡିଲା ଦରବାର. ଆସ ବାବା. ଆମ୍ବେଦକର… ଗଢିଲେ ନୁଆସାମ୍ବିଧାନ. ହୋଇ ଗଲାସବୁ ସମାଧାନ. ଗୋଟିଏ ସୁତାର ଖିଅରେ. ବନ୍ଧା ସବୁ ଆମେରେ. ପୃଥିବୀର ବଡ ସମ୍ବିଧାନ କରିଥିଲେ ସିଏ ଗଠନ. ତେଣୁ ଗରବେ କହୁ. ଜୟ ଭୀମ. ଜୟ ସମ୍ବିଧାନ……………….।.. Debaraj naik. Dhenkanal


