ବୌଦ୍ଧ ଜିଲ୍ଲା ପ୍ରତିନିଧି ( ଆଦିତ୍ଯ ପ୍ରଧାନ)
ବୌଦ୍ଧ ଜିଲ୍ଲା ସଦରମହକୁମା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନକିଣା ରେ ସରକାଙ୍କଦ୍ୱାରା କରାଯାଇଥିବା କଟକଣା ପ୍ରତିବାଦରେ ବୌଦ୍ଧ ଉନ୍ନୟନ ମଞ୍ଚ ତରଫ ରୁ ଏକ ଦିନିକିଆ ପ୍ରତୀକାତ୍ମକ ଗଣଧାରଣା କରାଯାଇଥିଲା। ଏଥିରେ ଚାଷୀନେତା ବିକାଶ ମହାକୁଡ଼, କେଦାର ନାଥ ସାହୁ, ପ୍ରହଲ୍ଲାଦ କର୍ଣ୍ଣ, ଆଦିତ୍ୟ ପ୍ରଧାନ ଙ୍କ ସହିତ ଅନ୍ୟାନ୍ୟ ଚଷି ଭାଇ ସାମିଲ ହୋଇଥିଲେ।