NABASETULIVE

ବହୁଜନ ସମାଜ ପାର୍ଟି ର ପ୍ରସ୍ତୁତି ବୈଠକ

ନବସେତୁ ନ୍ଯୁଜ୍ ବଲାଙ୍ଗିର
ତା.୦୭.୦୯.୨୦୨୬ ବଲାଙ୍ଗିର ମୁନ୍ସିପାଲିଟି ସ୍ଥିତ ବିଷ୍ଣୁ ମୁଣ୍ଡା ଡ.ବି.ଆର୍ ଆମ୍ବେଦକର ପାଠାଗାର ଠାରେ ବହୁଜନ ସମାଜ ପାର୍ଟି ର ୱାର୍ଡ ସ୍ତରିୟ କର୍ମୀ ସମ୍ମିନୀ ବଲାଙ୍ଗିର ଜିଲ୍ଲା ସଭାପତି ଧିମାନ ସୁଧାଶୁଂ ହରପାଲ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ନୀର୍ବାଚନ ରେ ପାର୍ଟି ର ୱାର୍ଡ ସ୍ତର ରୁ ବିଧାୟକ ସାଂସଦ ଜିତିବା କୁ ରଣନୀତି ପ୍ରସ୍ତୁତି କରାଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top