NABASETULIVE

ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା, ଟିଟିଲାଗଡ ଓ ଟୁରେକେଲାରେ ସର୍ବାଧିକ ବର୍ଷା

ନବସେତୁ ନ୍ୟୁଜ୍ବଲାଙ୍ଗିର, ୦୫.୦୭.୨୦୨୬, ରବିବାର

ଆଜି ରବିବାର ବଲାଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଜିଲ୍ଲାର ସମସ୍ତ ୧୪ଟି ବ୍ଲକରେ ଭଲ ପରିମାଣରେ ବର୍ଷା ରେକର୍ଡ ହୋଇଛି।

Dt. 05.07.2026 ର ବ୍ଲକୱାରୀ ବର୍ଷା ରିପୋର୍ଟ:
Sl No. Block Rainfall mm

  1. Balangir 140
  2. Puintala 83
  3. Gudvella 190.2
  4. Duduka 96
  5. Deogaon 113
  6. Loisingha 88
  7. Patnagarh 123
  8. Belpada 152
  9. Khaprakhol 170
  10. Titilagarh 205.4
  11. Turekela 264
  12. Bangomunda 145
  13. Muribahal 249
  14. Saintala 120
    ସର୍ବାଧିକ ଓ ସର୍ବନିମ୍ନ ବର୍ଷା:
  • ସର୍ବାଧିକ: ଟୁରେକେଲା ବ୍ଲକରେ 264 ମିମି ବର୍ଷା ସହ ମୁରିବାହଲ 249 ମିମି ଓ ଟିଟିଲାଗଡ 205.4 ମିମି
  • ସର୍ବନିମ୍ନ: ପୁଇଁତଲାରେ 83 ମିମି ଓ ଲୋଇସିଂହାରେ 88 ମିମି

ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ନଦୀ ଓ ଡ୍ରେନ୍ ପାଖକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଚାଷୀ ମାନେ ମଧ୍ୟ ଏହି ବର୍ଷାରେ ଖୁସି ଥିବା ବେଳେ ଝାଟିମାଟି ଘରେ ରହୁଥିବା ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି ହୋଇଛି।


ସୂତ୍ର: ବଲାଙ୍ଗିର ଜିଲ୍ଲା ପ୍ରଶାସନ
ରିପୋର୍ଟ: ନବସେତୁ ନ୍ୟୁଜ୍ ବ୍ୟୁରୋ

Leave a Comment

Your email address will not be published. Required fields are marked *

Scroll to Top