ଲୁଥୂର୍ ବନ୍ଧ ନିକଟସ୍ଥ ଜାମଜର୍ ଗୋଚର ପଡ଼ିଆରେ ପଞ୍ଚମ ଓବିସି ବୈଠକ ଆଜି ତା 12 ଜୁଲାଇ 2026 ରବିବାର ଦିନ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓବିସି ଜାତି ଜନଗଣନା ଓ ଏହାକୁ ନେଇ ଟିଟିଲାଗଡ଼ ଠାରେ ଏକ ଓବିସି ରାଲୀ ଅୟୋଜନ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ସଂଗଠନକୁ ସସକ୍ତ କରିବା ପାଇଁ ପ୍ରତ୍ୟେକ ଗାଁରେ ଓବିସି ବୈଠକ ହ୍ୱାଟସପ୍ ଗ୍ରୁପ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।