NABASETULIVE

ପାଟଣାଗଡ଼ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର, ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଅଦ୍ୟ ତା : ୧୩/୦୭/୨୦୨୬ ରିଖରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ପାଟଣାଗଡ଼ ଠାରେ ଜିଲ୍ଲାପାଳ, ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଠାରେ ଜିଲ୍ଲାପାଳ ବିଭିନ୍ନ ଅଭିଯୋଗ/ସମସ୍ୟା ଗୁଡିକର ଶୁଣାଣି କରିବା ସହିତ ସେଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। @dept_ga

Leave a Comment

Your email address will not be published. Required fields are marked *

Scroll to Top