NABASETULIVE

ବଲାଙ୍ଗୀର ରେ ଖ୍ୟାତନାମା ମୂତ୍ରରୋଗ ବିଶେଷଂଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର

ବଲାଙ୍ଗୀର ରେ ଖ୍ୟାତନାମା ମୂତ୍ରରୋଗ ବିଶେଷଂଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର……..
ଓଡିଶା ତଥା ଜାତୀୟ ସ୍ତର ର ଖ୍ୟାତନାମା ୟୁରୋଲୋଜିଷ୍ଟ, ଆଣ୍ଡ୍ରିଓଲୋଜିଷ୍ଟ କିଡ଼ନୀ ପ୍ରତ୍ୟାରୋପଣ ବିଶେଷଜ୍ଞ ତଥା ରାଜ୍ୟର ଚିକିତ୍ସା ବିଜ୍ଞାନ ର ପ୍ରତିଷ୍ଠାତା କୁଳପତି ଡା. ଦତ୍ତ୍ୱେଶ୍ୱର ହୋତା ବଲାଙ୍ଗୀର ରାଧାରାଣୀ ପଡା ଠାରେ ଏକ ନିଃଶୁଳ୍କ ଚିକିତ୍ସା କେନ୍ଦ୍ର ଖୋଲି ଛନ୍ତି l ଯାହାକି ଏ ଅଂଚଳ ର ରୋଗୀ ମାନଙ୍କ ପାଇଁ ବରଦାନ ସଦୃଶ ହେବ l ଏଠାରେ ଗତ ରବିବାର ଦିନ ପଚାଶ ରୁ ଉର୍ଦ୍ଧ ରୋଗୀ ନିଃଶୁଳ୍କ ପରାମର୍ଶ ପାଇଥିଲେ l ପ୍ରତି ମାସର ଦ୍ଵିତୀୟ ଓ ଚତୁରଥ ରବିବାର ରେ ଏହି ଚିକିତ୍ସା ଲୟ ଖୋଲାରହିବl ସହ ଅନ୍ୟାନ୍ୟ ଚିକିତ୍ସା ସମ୍ୱନ୍ଧୀୟ ସୁବିଧା ମଧ୍ୟ କରାଯାଇଛି l ଚିକିତ୍ସା କେନ୍ଦ୍ରରେ ଅନେକ ରୋଗୀ ଓ ବୁଦ୍ଧିଜୀବୀ ଙ୍କ ସହ ବଲାଙ୍ଗିର ଜିଲ୍ଲା ସିଭିଲ ସୋସାଇଟି ର ସଭ୍ୟ ମାନେ ଉପସ୍ଥିତ ଥିଲେ l ସିଭିଲ ସୋସାଇଟି ତରଫରୁ ଡାକ୍ତର ଓ ତାଙ୍କ ଦଳ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l

Leave a Comment

Your email address will not be published. Required fields are marked *

Scroll to Top