ଜିଲ୍ଲା ବିଧାନ ସଭା ନିର୍ବାଚନ
ମଣ୍ଡଳୀ ଗୁଡିକରେ ସ୍ୱତନ୍ତ୍ର ସଘନ
ଭୋଟର୍ ତାଲିକା ସଂସୋଧନ
ନବସେତୁ ବଲାଙ୍ଗିର ତା.୨୧.୦୯.୨୦୨୬
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ବଲାଙ୍ଗିର ଆଜି ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା ସମାପ୍ତି ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ।