ନବସେତୁ ନ୍ୟୁଜ୍ବଲାଙ୍ଗିର, ୦୫.୦୭.୨୦୨୬, ରବିବାର
ଆଜି ରବିବାର ବଲାଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଜିଲ୍ଲାର ସମସ୍ତ ୧୪ଟି ବ୍ଲକରେ ଭଲ ପରିମାଣରେ ବର୍ଷା ରେକର୍ଡ ହୋଇଛି।
Dt. 05.07.2026 ର ବ୍ଲକୱାରୀ ବର୍ଷା ରିପୋର୍ଟ:
Sl No. Block Rainfall mm
- Balangir 140
- Puintala 83
- Gudvella 190.2
- Duduka 96
- Deogaon 113
- Loisingha 88
- Patnagarh 123
- Belpada 152
- Khaprakhol 170
- Titilagarh 205.4
- Turekela 264
- Bangomunda 145
- Muribahal 249
- Saintala 120
ସର୍ବାଧିକ ଓ ସର୍ବନିମ୍ନ ବର୍ଷା:
- ସର୍ବାଧିକ: ଟୁରେକେଲା ବ୍ଲକରେ 264 ମିମି ବର୍ଷା ସହ ମୁରିବାହଲ 249 ମିମି ଓ ଟିଟିଲାଗଡ 205.4 ମିମି
- ସର୍ବନିମ୍ନ: ପୁଇଁତଲାରେ 83 ମିମି ଓ ଲୋଇସିଂହାରେ 88 ମିମି
ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ନଦୀ ଓ ଡ୍ରେନ୍ ପାଖକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ଚାଷୀ ମାନେ ମଧ୍ୟ ଏହି ବର୍ଷାରେ ଖୁସି ଥିବା ବେଳେ ଝାଟିମାଟି ଘରେ ରହୁଥିବା ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି ହୋଇଛି।
ସୂତ୍ର: ବଲାଙ୍ଗିର ଜିଲ୍ଲା ପ୍ରଶାସନ
ରିପୋର୍ଟ: ନବସେତୁ ନ୍ୟୁଜ୍ ବ୍ୟୁରୋ