NABASETULIVE

ଲୁଥୂର୍ ବନ୍ଧ ନିକଟସ୍ଥ ଜାମଜର୍ ଗୋଚର ପଡ଼ିଆରେ ପଞ୍ଚମ ଓବିସି ବୈଠକ

ଲୁଥୂର୍ ବନ୍ଧ ନିକଟସ୍ଥ ଜାମଜର୍ ଗୋଚର ପଡ଼ିଆରେ ପଞ୍ଚମ ଓବିସି ବୈଠକ ଆଜି ତା 12 ଜୁଲାଇ 2026 ରବିବାର ଦିନ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓବିସି ଜାତି ଜନଗଣନା ଓ ଏହାକୁ ନେଇ ଟିଟିଲାଗଡ଼ ଠାରେ ଏକ ଓବିସି ରାଲୀ ଅୟୋଜନ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ସଂଗଠନକୁ ସସକ୍ତ କରିବା ପାଇଁ ପ୍ରତ୍ୟେକ ଗାଁରେ ଓବିସି ବୈଠକ ହ୍ୱାଟସପ୍ ଗ୍ରୁପ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।

Leave a Comment

Your email address will not be published. Required fields are marked *

Scroll to Top