ପଦ୍ମ ପୁରସ୍କାର ୨୦୨୬ – ଅଲକା ୟାଗ୍ନିକ, ରୋହିତ ଶର୍ମା, ଆର. ମାଧବନଙ୍କ ସମେତ ୬୫ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ରାଷ୍ଟ୍ରପତିଙ୍କ ସମ୍ମାନ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ସିଭିଲ୍ ଇନଭେଷ୍ଟିଚର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୫ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। […]