NABASETULIVE

District

District, Sports

ବାପାଙ୍କ ସ୍ୱପ୍ନ ପୂରଣ କରୁଛନ୍ତି ଦୁଇ ଭାଇ, ଓଡ଼ିଶା କ୍ରିକେଟରେ ଜଳୁଛି ବଲାଙ୍ଗୀର ନାମ

ନବସେତୁ ନ୍ୟୁଜଯୁବ ପ୍ରେରଣା ବଲାଙ୍ଗୀର, ୦୮/୦୭: ଅଭାବ ଅନାଟନ ଓ ବାଧା ବିପତ୍ତିକୁ ଖାତିର ନ କରି କଠିନ ପରିଶ୍ରମ ବଳରେ ସଫଳତାର ସିଡି ଚଢୁଛନ୍ତି ବଲାଙ୍ଗୀରର […]

District

୭୭ତମ ବନ ମହୋତ୍ସବ–୨୦୨୬ ପାଳନ: ବୃକ୍ଷରୋପଣ କଲେ ଜିଲ୍ଲାପାଳ, ‘ସବୁଜ ଓଡ଼ିଶା’ ଗଠନ ପାଇଁ ଦେଲେ ଆହ୍ୱାନ

ନବସେତୁ ନ୍ୟୁଜ ବଲାଙ୍ଗୀର: ପରିବେଶ ସଂରକ୍ଷଣ ଓ ବନୀକରଣର ସଂକଳ୍ପକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ଆଜି ଜିଲ୍ଲାରେ ବଡ଼ ଧୁମଧାମରେ ୭୭ତମ ବନ ମହୋତ୍ସବ–୨୦୨୬ ପାଳନ

District

ପ୍ରବଳ ବର୍ଷା ଓ ମାଟି ଘର: ଆଉ କେତେ ମୃତ୍ୟୁ ପରେ ଜାଗିବ ପ୍ରଶାସନ?

ସମ୍ପାଦକୀୟ ପ୍ରଶଙ୍ଗ ନବସେତୁ ନ୍ୟୁଜ, ବଲାଙ୍ଗୀର ପ୍ରକୃତିର ରୌଦ୍ର ରୂପ ପୁଣି ଥରେ ମଣିଷ ଜୀବନ ନେଲା। ପ୍ରବଳ ବର୍ଷା ଯୋଗୁଁ ଘର କାନ୍ଥ ଭୁଶୁଡି ଜଣେ

District

ଏସ୍.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି, ଦାବିପତ୍ର ପ୍ରଦାନ

ନବସେତୁ ନ୍ୟୁଜ୍ରିପୋର୍ଟ: ସରୋଜ କୁମାର ମେଶ୍ୱାବଲାଙ୍ଗୀର, ତା: ୦୮/୦୭/୨୦୨୬ ବଲାଙ୍ଗୀର: ଦେଶବ୍ୟାପୀ ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ – SIR ଜନଗଣନା କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ

District, Education

ଲୋଏର ସୁକ୍ତେଲରେ ପାଣି ଭର୍ତ୍ତି ହେଲା, କିନ୍ତୁ ସ୍କୁଲ-କଲେଜ ପ୍ରତିଶ୍ରୁତି କ’ଣ ହେଲା? ଡୁଙ୍ଗୁରିପାଲି, ଜଟିପାଳି, କୁମିଆଁପାଳିରେ ନୂଆ ସ୍କୁଲ ଖୋଲିବା ଦାବି

ନବସେତୁ ନ୍ୟୁଜ୍ରିପୋର୍ଟ: ସରୋଜ କୁମାର ମେଶ୍ୱା, ସହ ସମ୍ପାଦକବଲାଙ୍ଗୀର, ତା: ୦୮/୦୭/୨୦୨୬ ଲୋଏର ସୁକ୍ତେଲରେ ପାଣି ଭର୍ତ୍ତି ହେଲା, କିନ୍ତୁ ସ୍କୁଲ-କଲେଜ ପ୍ରତିଶ୍ରୁତି କ’ଣ ହେଲା? ଡୁଙ୍ଗୁରିପାଲି,

District

ଗନ୍ଧମାର୍ଦ୍ଦନ: ବିକାଶ ନା ବିନାଶ? ପ୍ରଶ୍ନର ଉତ୍ତର ଦିଅନ୍ତୁ ସରକାର

ନବସେତୁ ନ୍ୟୁଜ୍ସମ୍ପାଦକୀୟବଲାଙ୍ଗୀର, ୦୭/୦୭/୨୦୨୬ ଓଡ଼ିଶା ସରକାର ଅଦାନି ଏଣ୍ଟରପ୍ରାଇଜେସ୍ ଓ ଆବୁଧାବିର ଇଣ୍ଟରନ୍ୟାସନାଲ୍ ହୋଲିଂ କମ୍ପାନି ସହ ୧.୦୮ ଲକ୍ଷ କୋଟି ଟଙ୍କାର ଗ୍ରିନ୍ ଫିଲ୍ଡ ଆଲୁମିନିୟମ

District

ଘୁସୁରମୁଣ୍ଡା ଅଙ୍ଗନବାଡି କେନ୍ଦ୍ରେ ସ୍ଥାୟୀ ଶାନ୍ତି ଦାବି କଲା M.B.M.Mଜାତିଗତ ବିଦ୍ୱେଷ ଓ ଭ୍ରାନ୍ତ ଖବର ଉପରେ କଟକଣା ପାଇଁ ଜିଲ୍ଲାପାଳଙ୍କ ନିକଟରେ ସ୍ମାରକପତ୍ର

ନବସେତୁ ନ୍ୟୁଜ୍ବଲାଙ୍ଗିର, ୦୬.୦୭.୨୦୨୬ ମୁରିବାହଲ ବ୍ଲକ ଅନ୍ତର୍ଗତ ଘୁସୁରମୁଣ୍ଡା ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତିକୁ ନେଇ ଦେଖାଦେଇଥିବା ବିବାଦ ଓ ଅଶାନ୍ତିକୁ ନେଇ ମୂଳନିବାସୀ ବହୁଜନ ମିଳିତ

District

ଲୋଇସିଂହା ନିକଟ ବୁର୍ଡା ଡାକବଙ୍ଗଳାର ଶୁଭ ଉଦଘାଟନମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କଲେ ଉଦଘାଟନ

ନବସେତୁ ନ୍ୟୁଜ୍ଲୋଇସିଂହା, ୦୬.୦୭.୨୦୨୬ ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିକଟସ୍ଥ ବୁର୍ଡା ଡାକବଙ୍ଗଳା ଆଜି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।

District

ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା, ଟିଟିଲାଗଡ ଓ ଟୁରେକେଲାରେ ସର୍ବାଧିକ ବର୍ଷା

ନବସେତୁ ନ୍ୟୁଜ୍ବଲାଙ୍ଗିର, ୦୫.୦୭.୨୦୨୬, ରବିବାର ଆଜି ରବିବାର ବଲାଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଜିଲ୍ଲାର ସମସ୍ତ ୧୪ଟି ବ୍ଲକରେ ଭଲ ପରିମାଣରେ ବର୍ଷା ରେକର୍ଡ

District

“କାନ୍ଥ ପଡି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର”ଲଗାଣ ବର୍ଷାରେ ଝାଟିମାଟି ଘର ଭାଙ୍ଗି ଅଘଟଣ, ପୁଇଁତଲାରେ ଶୋକର ଛାୟା

ନବସେତୁ ନ୍ୟୁଜ୍ବଲାଙ୍ଗିର, ୦୫.୦୭.୨୦୨୬ ଲଗାଣ ବର୍ଷା ବଲାଙ୍ଗିର ଜିଲ୍ଲାର ଗରିବ ଲୋକଙ୍କ ପାଇଁ କାଳ ସାଜିଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବର୍ଷାରେ ଝାଟିମାଟି ଘର ଭାଙ୍ଗି

Scroll to Top